30.1 C
Bhubaneswar
Wednesday, March 25, 2026
Homeଓଡିଶାଏନଓସି ନ ନେଲେ କଟକରେ ପୂଜା ମଣ୍ଡପ ମନା

ଏନଓସି ନ ନେଲେ କଟକରେ ପୂଜା ମଣ୍ଡପ ମନା

କଟକ: ଏନଓସି ନ ନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି। ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ଦେଲେ ସୂଚନା। କହିଲେ କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି। କେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତି। ୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତି। ଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking