ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ଚର୍ଚ୍ଚାକୁ ନେଇ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ଚର୍ଚ୍ଚା ଆଲୋଚନା ହୁଏ । ଏହା ମୁଖ୍ୟମନ୍ତ୍ରୀଙ୍କ ଅଧୀନ ବିଷୟ ଯେବେ ଚାହିଁବେ କରିବେ । ମୁଁ ଛୋଟିଆ କର୍ମୀ , ବରିଷ୍ଠ ଓ ଅଭିଜ୍ଞଙ୍କ କିଛି ମୂଲ୍ୟ ନାହିଁ ।