27.1 C
Bhubaneswar
Thursday, December 11, 2025
Homeଓଡିଶାମହିଳାଙ୍କ ପାଇଁ ପୂରା ଓଡିଶା ସୁରକ୍ଷିତ: ମନ୍ତ୍ରୀ

ମହିଳାଙ୍କ ପାଇଁ ପୂରା ଓଡିଶା ସୁରକ୍ଷିତ: ମନ୍ତ୍ରୀ

ଭୁବନେଶ୍ୱର: ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ,  ମହିଳାଙ୍କ ପାଇଁ  ପୂରା ଓଡିଶା ସୁରକ୍ଷିତ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ । ଅପରାଧୀନଙ୍କ ବିରୋଧରେ ତୁରନ୍ତ ଦୃଢ କାଯ୍ୟାନୁଷ୍ଠାନ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking