ଭୁବନେଶ୍ୱର: ଆଫୋର୍ଡେବଲ ହାଉସିଂ ସ୍କିମରେ ଘର ଦେବାକୁ ସରକାରୀ ଯୋଜନା କରୁଛନ୍ତି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସାଧାରଣ ଲୋକେ କମ ଟଙ୍କାରେ କିପରି ଭୁବନେଶ୍ୱରରେ ଘର ପାଇବେ । ଏଥିପାଇଁ ବିଡିଏ ଓ ହାଉସିଂ ବୋର୍ଡ ଘର ତିଆରି କରୁଛି । ଘର ତିଆରି ଆରମ୍ଭ ହୋଇ ସାରିଲାଣି , ଖୁବଶୀଘ୍ର ଲୋକଙ୍କୁ ଦିଆଯିବ ।










