17.1 C
Bhubaneswar
Tuesday, December 9, 2025
Homeଓଡିଶାଘରେ ପଶି ଦଳିଦେଲା ଦନ୍ତା

ଘରେ ପଶି ଦଳିଦେଲା ଦନ୍ତା

କେନ୍ଦୁଝର: ଘରେ  ପଶି ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବର୍ଧନା ଗାଁରେ ଦନ୍ତା ଆତଙ୍କ ଦେଖାଦେଇଛି । ଘରେ ପଶି ଧାନ ଚାଉଳ  ଖାଇବା  ସହ ଦଳି ମାରିଦେଲା ଦନ୍ତା । ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି ।  ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking