31.1 C
Bhubaneswar
Saturday, April 25, 2026
Homeଦେଶ ବିଦେଶସୁନା ଦର ଅପରିବର୍ତ୍ତିତ: ବଢ଼ିଲା ରୂପା ଦର

ସୁନା ଦର ଅପରିବର୍ତ୍ତିତ: ବଢ଼ିଲା ରୂପା ଦର

ନୂଆଦିଲ୍ଲୀ:  ଆଜି ବଜାରରେ ସୁନା ମୂଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ଅପରିବର୍ତ୍ତିତ ରହି ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୪ ହଜାର ୪୦ ଟଙ୍କା ଅଛି। ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪୧ ହଜାର ୨୦୦ ଟଙ୍କା ରହିଛି। ରୁପା ଦର ୧ କେଜି ପିଛା ୫ ହଜାର ଟଙ୍କା ବଢି ୨ ଲକ୍ଷ ୭୦ ହଜାର ଟଙ୍କା ରହିଛି।

ସେହିପରି ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ଲକ୍ଷ ୫୧ ହଜାର ୯୩ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୦ ହଜାର ୯୬ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୫୧ ହଜାର ୫୪ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧ ଲକ୍ଷ ୫୦ ହଜାର ୯୬ ଟଙ୍କା ରହିଛି। ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୧, ୫୪ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୫୧, ୨୩ ଟଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking