32.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଦେଶରେ ରୋଜଗାରର ନୂଆ ରାସ୍ତା ଖୋଲୁଛି: ମୋଦୀ

ଦେଶରେ ରୋଜଗାରର ନୂଆ ରାସ୍ତା ଖୋଲୁଛି: ମୋଦୀ

ନୂଆଦିଲ୍ଲୀ: ମୋଦୀଙ୍କ ୧୩୩ ତମ ମନକି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ଭାରତ ସବୁବେଳେ ବିଜ୍ଞାନକୁ ପ୍ରଗତି ସହ ଯୋଡି ଆଗେଉଛି । ବୈଜ୍ଞାନିକମାନେ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି । ବୈଜ୍ଞାନିକଙ୍କ କାର୍ଯ୍ୟ ରାଷ୍ଟ୍ରକୁ ଆଗକୁ ନେବାରେ ବେଶ ସହାୟକ ହେବ । ପରମାଣୁ କାର୍ଯ୍ୟକ୍ରମ ଦ୍ୱାରା ଭାରତକୁ ନୂଆ ଶକ୍ତି ମିଳିଛି । ବୁଦ୍ଧ ପୂର୍ଣ୍ଣିମାର ଆଗୁଆ ଶୁଭେଚ୍ଛା ଜଣାଇଲେ ମୋଦି । ଦେଶରେ ରୋଜଗାରର ନୂଆ ରାସ୍ତା ଖୋଲୁଛି । ସୌର ଓ ପବନ ଶକ୍ତିର ଉପଯୋଗ ନେଇ ଗୁରୁତ୍ୱ ବଢିଛି । ଆଜି ବିଶ୍ୱରେ ଉତ୍ତେଜନା ଲାଗି ରହିଛି ବୋଲି ମୋଦି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking