ଭୁବନେଶ୍ୱର: ରାଜ୍ୟରେ ଅପରାଧ ରୋକିବାକୁ ଚାଲିଛି କାମ । ସରକାର ଆଗକୁ ଆହୁରି କଠୋର ହେବେ । ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବ । ୨୪ରୁ ୪୮ ଘଣ୍ଟାରେ ଗିରଫ ହେଉଛନ୍ତି ଅପରାଧୀ । ବିଏନଏସ ଆଇନ ଅନୁଯାୟୀ ପଦକ୍ଷେପ ନେଉଛୁ । ଅପରାଧ ଓ ଭ୍ରଷ୍ଟାଚାରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୟାନ ରଖିଛନ୍ତି ।










