14.1 C
Bhubaneswar
Saturday, December 6, 2025
Homeଓଡିଶାଛୁଟି ଦିନରେ ବି ହେବ ଚାଷୀ ପଞ୍ଜୀକରଣ

ଛୁଟି ଦିନରେ ବି ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର: ଛୁଟି ଦିନରେ ବି ହେବ ଚାଷୀ ପଞ୍ଜୀକରଣ । ଟାର୍ଗେଟ ପୂରଣ ହୋଇନଥିବାରୁ  ଚିନ୍ତା ପ୍ରକଟ କରିଛି ସମବାୟ ବିଭାଗ ।  ଯାହାପରେ ରବିବାର ଏବଂ ଛୁଟିଦିନରେ   ଅଫିସ ଖୋଲା କରିବାକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ ।  ସକାଳ ୮ଟାରୁ ରାତି ୮ଟା ଯାଏଁ  ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ସରିବ ଖରିଫ ଚାଷୀ ପଞ୍ଜିକରଣ ।  ତା ପୂର୍ୱରୁ  ଟାର୍ଗେଟ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି  ବିଭାଗ ।  ଏବେ ବି ବହୁ ଜିଲ୍ଲାରେ ୫୦ ପ୍ରତିଶତ ଟାର୍ଗେଟ ପୂରଣ  ହୋଇନି । ଏଯାଏଁ ୧୧ ଲକ୍ଷ ୩୦ ହଜାର ୧୨୮ ଚାଷୀ ପଞ୍ଜିକୃତ କରିଛନ୍ତି । ଗତବର୍ଷ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକରଣ  କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking