21.1 C
Bhubaneswar
Saturday, December 6, 2025
Homeଓଡିଶାସ୍ୱାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ: ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କଲା  ସ୍ତ୍ରୀ ।  ସୁନ୍ଦରଗଡ  ଟାଉନ ଥାନା  ହରିଓଁ କଲୋନୀରେ ଘଟିଛି ଏଭଳି ଘଟଣା ।  ଗତକାଲି ପାରିବାରିକ  କଳହକୁ ନେଇ  ରାତିରେ  ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ।   ପରେ ସ୍ୱାମୀ ଧ୍ରୁବ  କେରକେଟାକୁ ତଣ୍ଟି ଚିପି  ହତ୍ୟା କରିଛି ସ୍ତ୍ରୀ ।   ଏହା ପରେ ନିଜେ ମେଡିକାଲ ଯାଇ  ଘଟଣାକୁ ଅନ୍ୟ  ମୋଡ ଦେବା ପାଇଁ ଯୋଜନା କରୁଥିଲେ ।  ସନ୍ଦେହ ପରେ  ମେଡିକାଲ କର୍ମଚାରୀ   ପୁଲିସକୁ ଖବର ଦେଇଥିଲେ ।  ପୁଲିସ  ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ   ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking