14.1 C
Bhubaneswar
Saturday, December 6, 2025
Homeଓଡିଶାକାଠ ଯୋଡିରେ ବୁଡି ୨ ନାବାଳକ ମୃତ

କାଠ ଯୋଡିରେ ବୁଡି ୨ ନାବାଳକ ମୃତ

କଟକ: କାଠେଯାଡିରେ ବୁଡି  ଯାଇଥିବା ୨ ନାବାଳକଙ୍କ ମୃତ୍ୟୁ ହୋଇଛି ।  ଉଦ୍ଧାର ୨ ନାବାଳକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ପୁରୀଘାଟ ଥାନା  ପାଖରେ ଗାଧୋଇଲା ବେଳେ  ବୁଡି ଯାଇଥିଲେ । ୨ ଜଣଙ୍କୁ  ନାବାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଉଭୟଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking