22.1 C
Bhubaneswar
Friday, December 5, 2025
Homeସ୍ୱାଧୀନତା ଦିବସ-2025କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..

କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..

ଭୁବନେଶ୍ୱର:ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ..
୧. ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
୨. କେନ୍ଦୁଝର- ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ
୩. କଟକ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
୪. ସମ୍ବଲପୁର- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
୫. ବଲାଙ୍ଗିର- ରବି ନାଏକ
୬. କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ
୭. କନ୍ଧମାଳ- କୃଷ୍ଣ ଚନ୍ଦ୍ରପାତ୍ର
୮. ପୁରୀ- ପୃଥ୍ୱୀରାଜ ହରିଚନ୍ଦନ
୯. ସୁନ୍ଦରଗଡ- ମୁକେଶ ମହାଲିଙ୍ଗ
୧୦. ଗଜପତି- ବିଭୂତି ଭୂଷଣ ଜେନା
୧୧. ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର
୧୨. ନବରଙ୍ଗପୁର- ଗଣେଶ ରାମ ସିଂ ଖୁଣ୍ଟିଆ
୧୩. ସୁବଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ
୧୪. ଅନୁଗୁଳ- ପ୍ରଦୀପ ବଳସାମନ୍ତ
୧୫. ରାୟଗଡା- ଗୋକୁଳାନନ୍ଦ ମଲ୍ଲିକ
୧୬. ମୟୁରଭଞ୍ଜ- ସମ୍ପଦ ଚନ୍ଦ୍ର ସ୍ୱାଇଁ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking