30.1 C
Bhubaneswar
Sunday, November 1, 2026
Homeଓଡିଶାହଜାରେ ଘର, ୭୪ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ: ଏସଆରସି

ହଜାରେ ଘର, ୭୪ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ: ଏସଆରସି

ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସଂପର୍କରେ ଏସଆରସି ରାଜେଶ ପ୍ରଭାକର ପାଟିଲ ପ୍ରେସମିଟ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ ଓ ୩୯୮ ଗାଁ ପ୍ରଭାବିତ ହୋଇଛି । ଗଞ୍ଜାମରେ ୧ ଲକ୍ଷ ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୭୪ ହଜାର ହେକ୍ଟର ଚାଷ ଜମି, ୧ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସବୁ ମୋବାଇଲ ଟାୱାର କାମ କଲାଣି । ବିଦ୍ୟୁତ ରିଷ୍ଟୋର ହେଲାଣି । ୫୬ ପ୍ରତିଶତ ନଳକୂପ କାର୍ଯ୍ୟକ୍ଷମ ହୋଇ ସାରିଲାଣି କହିଛନ୍ତି ଏସଆରସି । ଭଞ୍ଚନଗରର ଭୂସ୍ଖଳନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୧୨ ନିଖୋଜଙ୍କ ଭିତରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking