21.1 C
Bhubaneswar
Saturday, December 6, 2025
Homeଓଡିଶାଭାସିଗଲେ ୨ କାଉଡିଆ ଭଉଣୀ 

ଭାସିଗଲେ ୨ କାଉଡିଆ ଭଉଣୀ 

ଜଳେଶ୍ୱର:  ଭାସିଗଲେ ୨ କାଉଡିଆ ଭଉଣୀ  ।  ଶିଖରପୁର ଘାଟରେ  ଭାସିଗଲେ ୨ କାଉଡିଆ ଭଉଣୀ ।  ସୁବଣ୍ଣରେଖା ନଦୀରୁ ପାଣି ଭରୁଥିବା ବେଳେ ଅଘଟଣ ଦେଖାଦେଇଛି । ଗାଁ ମନ୍ଦିରକୁ ପାଣି ଢାଳିବା ପାଇଁ ଘାଟକୁ ଯାଇଥିଲେ ୨ ଭଉଣୀ ।  ସେତେବେଳେ ସେମାନେ ଭାସି  ଯାଇଥିଲେ ।  ଉଭୟ ଚକ ହରି ଗାଁର, ବୟସ ୧୨ ଓ ୧୪ ବର୍ଷର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ସୂଚନା ପାଇ ଅଗ୍ନିଶମ ବାହିନୀ ଦଳ ପହଞ୍ଚି   ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ଏ ଯାଏଁ ଉଭୟଙ୍କ ପତ୍ତା ମିଳିପାରିନାହିଁ । ଏନେଇ ପରିବାର ଲୋକମାନଙ୍କ ମନରେ ଅଶାନ୍ତି  ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking