32.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ

ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭିଡି ସତିସନ ହେବେ କେରଳମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ୧୦ ଦିନ ପେର କେରଳମ କଂଗ୍ରେସ ପ୍ରଭାରୀ ଦୀପା ଦାସ ମୁନସି ଗୁରୁବାର ଘୋଷଣା କରିଛନ୍ତି । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ । ୬ ଥରର ବିଧାୟକ ଭି.ଡି ସତୀଶନ । ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ । ଛାତ୍ର ରାଜନୀରୁ କ୍ୟାରିୟର ଆରମ୍ଭ କରିଥିଲେ ସତୀଶନ । ୨୦୨୧ରୁ ୨୦୨୬ ଯାଏଁ ବିରୋଧୀ ଦଳ ନେତା ଥିଲେ ସତୀଶନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking