23.1 C
Bhubaneswar
Sunday, February 8, 2026
Homeଓଡିଶାସାପ କାମୁଡ଼ାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ସାପ କାମୁଡ଼ାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ରାୟଗଡା:  ସାପ କାମୁଡ଼ାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ। ରାୟଗଡା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଏଲଏଲପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସଞ୍ଜୟ କୈବର୍ତ୍ତଙ୍କ ଝିଅ ଭୁଲତା । ଗତକାଲି ସନ୍ଧ୍ୟାରେ ଭୁଲତା ଶୌଚ ପାଇଁ ଯାଇଥିବା ସମୟରେ ସାପ କାମୁଡି ଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ପଦ୍ମପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଗୁମୁଡା ଫାଣ୍ଡି ପୋଲିସ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking