17.1 C
Bhubaneswar
Sunday, February 8, 2026
Homeଓଡିଶାବୋଲବମ ଭ୍ୟାନ ଧକ୍କାରେ ବାପ-ପୁଅ ମୃତ

ବୋଲବମ ଭ୍ୟାନ ଧକ୍କାରେ ବାପ-ପୁଅ ମୃତ

କୋରାପୁଟ:  ବାପା, ପୁଅଙ୍କୁ ଧକ୍କାଦେଲା ବୋଲବମ ଭ୍ୟାନ ।  ବୋଲବମ  ଭ୍ୟାନ ଧକ୍କା ଦେବାରୁ ବାପା- ପୁଅଙ୍କ ମୃତ୍ୟୁ ହୋଇଛି ।  ଏନଏଚ ୩୨୬ କନ୍ୟାଶ୍ରମ ନିକଟରେ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣା ପରେ ହୁତ ହୁତ ହୋଇ ଜଳିଗଲା ବାଇକ ।  ଏନେଇ ରାସ୍ତାରେ  ଯାତାୟତ ବାଧାପ୍ରାପ୍ତ ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking