21.1 C
Bhubaneswar
Monday, February 2, 2026
Homeଓଡିଶାଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ

ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ

ଖୋର୍ଦ୍ଧା: ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ । ଭୋପାଳରୁ ଆସିଲା ନମୁନାର ପଜିଟିଭି ରିପୋର୍ଟ । ଏହାପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମୁଣ୍ଡାଆମ୍ବରେ ପ୍ରାୟ ସାଢ଼େ ୪ ହଜାର କୁକୁଡ଼ାଙ୍କୁ ମରାଯାଇଛି । କିଛିଦିନ ଧରି ଡେଲାଙ୍ଗ ଅଞ୍ଚଳରେ ଏହାର ପ୍ରଭାବ ଥିବା ପରେ ସତର୍କ ହୋଇ ପଡ଼ିଥିଲେ ଖୋର୍ଦ୍ଧା ପ୍ରଶାସନ ।  ଏହାରି ଭିତରେ ୧୦ କିମି ପରିଧି ଭିତରେ ଥିବା ଫାର୍ମ ଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇଥିଲା ।  ସେଠାରୁ ନମୁନା ସଂଗ୍ରହ କରି ଭୋପାଳ ପଠାଯାଇଥିଲା।। ସେହିଭଳି ଭାବରେ ଆଜିଠାରୁ ନିକଟବର୍ତୀ ଅଞ୍ଚଳର କୁକୁଡ଼ା ମରାଯିବାର ବ୍ୟବସ୍ତା କରାଯିବ ବୋଲି ସୂଚନା ଦେଇଛି ବିଭାଗ ।ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking