28.1 C
Bhubaneswar
Wednesday, September 2, 2026
Homeଓଡିଶାଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର : ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ  ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ ସାଥୀମାନେ ଗୁଣପୁର ବିକ୍ରମପୁର ଅଞ୍ଚଳରେ ବଂଶଧାରା ନଦୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ବ୍ୟକ୍ତି  ଜଣକ ବୁଡ଼ି ଯାଇ ନିଖୋଜ ହୋଯାଇଛନ୍ତି। ଗୁଣପୁର ଅଗ୍ନିଶମ ବିଭାଗର ସେଠାରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି। ବ୍ୟକ୍ତି ଜଣକ ରାୟଗଡ଼ା ଜିଲା କାଶୀପୁର ବ୍ଲକ ପଞ୍ଚାୟତ ଚନ୍ଦ୍ରଗିରି ଗ୍ରାମ ଚାନ୍ଦଗିରିର ରୂପସିଂ ମାଝୀ (୪୦) ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking