19.1 C
Bhubaneswar
Monday, December 8, 2025
Homeଓଡିଶାକଂଗ୍ରେସର ପ୍ରସ୍ତାବ: ବିଜେଡିର ଜବାବ

କଂଗ୍ରେସର ପ୍ରସ୍ତାବ: ବିଜେଡିର ଜବାବ

ଭୁବନେଶ୍ୱର: କଂଗ୍ରେସର ଅନସ୍ଥା ପ୍ରସ୍ତାବ ନେଇ ବିଜେଡିକୁ ଆହ୍ୱାନ ହେବା ପ୍ରସଙ୍ଗ । ଜବାବ ରଖିଲେ ବିଜେଡିର ଉପସଭାପତି ଦେବୀ ମିଶ୍ର । କହିଲେ ଏଯାଏଁ ବିଧାନସଭାରେ କୌଣସି ନୋଟିଫିକେସନ ହୋଇନି । ନୋଟିଫିକେସନ ପରେ ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି । ବିଜେଡି ମହିଳାଙ୍କ ପାଇଁ ସର୍ବଦା ଲଢେଇ କରିଆସିଛି । ନାରୀ ନିର୍ଯାତନାକୁ ନିନ୍ଦାକରି ଆନ୍ଦୋଳନକୁ ଓହ୍ଲାଇଛି ।

ବିଜେଡି ଅନାସ୍ଥା ଆଣୁ ସମର୍ଥନ ଦେବୁ: ଭକ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking