35.1 C
Bhubaneswar
Thursday, May 7, 2026
Homeଓଡିଶାପେଟ୍ରୋଲ, ଡିଜେଲ ସମସ୍ୟା ନାହିଁ: ଆଇଓସିଏଲ ସିଜିଏମ

ପେଟ୍ରୋଲ, ଡିଜେଲ ସମସ୍ୟା ନାହିଁ: ଆଇଓସିଏଲ ସିଜିଏମ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ କହିଲେ ଆଇଓସିଏଏଲ ସିଜିଏମ । ଦକ୍ଷିଣ ଓଡିଶାର କିଛି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସାମାନ୍ୟ ସମସ୍ୟା ରହିଛି । ନିର୍ଦ୍ଦିଷ୍ଟ କିଛି ଟାଙ୍କିରେ ଆର୍ଥିକ ସମସ୍ୟା ପାଇଁ ଏପରି ହୋଇଥିଲା । ଉପାନ୍ତ ଜିଲ୍ଲାରେ ଟ୍ରାନ୍ସପୋର୍ଟେସନ ପାଇଁ ମଧ୍ୟ କିଛିଟା ସମସ୍ୟା ହୋଇଛି । ନିର୍ଦ୍ଦେଶ ଦିଆଯାଇଛି ଯେମିତି ଦୁଇ ତିନିଦିନ ଷ୍ଟକ ହାତରେ ରଖିବା ପାଇଁ କିଛି ସୀମାନ୍ତ ଜିଲ୍ଲାରେ ଡିଜେଲକୁ ଇଣ୍ଡଷ୍ଟ୍ରିଆଲ ବ୍ୟବହାର ନଜରକୁ ଆସିଛି । ତେଣୁ ରୋକିବା ପାଇଁ ଧ୍ୟାନ ଦିଆଯାଉଛି କହଲେ କମଲ ସିଲ , ସିଜିଏମ, ଆଇଓସିଏଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking