ଭୁବନେଶ୍ୱର: ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା, ଯୁବକଙ୍କୁ ପିଟିପିଟି ମାରିଦେଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ପାଖରେ ପିଟିପି ମାରିଦେଲେ । ହାତଗୋଡ ବାନ୍ଧି ଘୋଷାଡି ଘୋଷାଡି ପୋଲିସ ସାମ୍ନାରେ ପିଟି ମାରିଦେଲେ । ମୃତକ ଜଣେ କନଷ୍ଟେବଳ ବୋଲି ପ୍ରାରମ୍ଭିକ ସୂଚନା ଦେଇଛନ୍ତି । ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଲା ପ୍ରଶ୍ନ । ୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଯୁବକଙ୍କୁ ପିଟିଲେ । ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଥାନାରେ ଅଟକ ।










