17.1 C
Bhubaneswar
Tuesday, December 9, 2025
Homeଓଡିଶାଡ୍ରାଇଭରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଡ୍ରାଇଭରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଟିଟିଲାଗଡ଼: କରେଲଧୁଆ ରେଲୱେ ଓଭର ବ୍ରିଜ ନିକଟରେ ମିଳିଛି ମୃତଦେହ । ରେଲଓ୍ୱେ ଓଭରବ୍ରିଜ୍ ନିକଟ ଟ୍ରାକ୍‌ରେ ଡ୍ରାଇଭରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି । ମୃତ୍ୟୁ କିପରି ଏବଂ କିଏ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁସୂଚନା ଅନୁସାରେ, କିଛି ଦିନ ତଳେ ସଇଁତଳା ଜଣେ ଶିକ୍ଷୟିତ୍ରୀଙ୍କ ସହ ଡ୍ରାଇଭରଙ୍କୁ ଫୋଟୋ ଭାଇରଲ ହୋଇଥିଲା । ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking