18.1 C
Bhubaneswar
Saturday, December 6, 2025
Homeଓଡିଶାପୁଣି ଡାଇରିଆ ନେଲା ୨ ଜୀବନ

ପୁଣି ଡାଇରିଆ ନେଲା ୨ ଜୀବନ

ଦିଗପହଣ୍ଡି: ଗେବିନ୍ଦପୁର ପଞ୍ଚାୟତରେ ଝାଡାବାନ୍ତି ଭୟ ବ୍ୟାପିଛି । ଦାମପୁର ଗାଁରେ ଡାଇରିଆରେ ୨ ଜଣଙ୍କ ମୃତ୍ୟୁ ଘଟୂଥିବା ନେଇ ଅଭିଯୋଗ ହୋଇଛି । ଡାକ୍ତରଖାନରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ବାଧାପ୍ରାପ୍ତ ହେଉଛି । ଯାହାଫଳରେ ଚିକିତ୍ସା ଠିକ ସମୟରେ ହୋଇନପାରି ୨ ଜୀବନ ଯାଇଛି । ପୋଡାମାରି, ଡେଙ୍ଗାଓସ୍ତା ମେଡିକାଲରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ହଇରାଣ ହେଉଛନ୍ତି ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking