18.1 C
Bhubaneswar
Monday, February 9, 2026
Homeଓଡିଶାସବୁ ଚାଷୀଙ୍କ ହେବ ଇ- କେୱାଇସି

ସବୁ ଚାଷୀଙ୍କ ହେବ ଇ- କେୱାଇସି

ଭୁବନେଶ୍ୱର: ରାଜ୍ୟର  ସମସ୍ତ  ଚାଷୀଙ୍କର ହେବ ଇ- କେୱାଇସି । ଯାହା ଦ୍ୱାରା  ନକଲି ଚାଷୀ  ଧରାପଡିବେ । ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ ।  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସମସ୍ତ ଚାଷୀ ଇ- କେୱାଇସି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking