21.1 C
Bhubaneswar
Monday, December 8, 2025
Homeଓଡିଶାଏଣିକି କଙ୍ଗାରୁକୋର୍ଟ କଲେ ଦଣ୍ଡ: ମନ୍ତ୍ରୀ

ଏଣିକି କଙ୍ଗାରୁକୋର୍ଟ କଲେ ଦଣ୍ଡ: ମନ୍ତ୍ରୀ

ଭୁବନେଶ୍ୱର: କଙ୍ଗାରୁକୋର୍ଟ ନେଇ ସରକାରଙ୍କ କଡା ଆଭିମୁଖ୍ୟ ନେଇଛନ୍ତି ।  ଏନେଇ  ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି, କଙ୍ଗାରୁକୋର୍ଟ ଭଳି  ଘୃଣ୍ୟ ପ୍ରଥାକୁ ପ୍ରଶ୍ରୟ ଦିଆଯିବନି ।  କାଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି । କଙ୍ଗାରୁକୋର୍ଟ ଯିଏ କରିବ , ସେ ଦଣ୍ଡିତ ହେବ ।  ଆଇନକୁ ହାତକୁ ନେଲେ କଠୋର ଦଣ୍ଡବିଧାନ କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking