18.1 C
Bhubaneswar
Thursday, February 5, 2026
Homeଓଡିଶାଡ୍ରାଇଭର ମହସଂଘର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ପିସିସି ସଭାପତିଙ୍କ ନିବେଦନ

ଡ୍ରାଇଭର ମହସଂଘର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ପିସିସି ସଭାପତିଙ୍କ ନିବେଦନ

ଭୁବନେଶ୍ୱର: ନାର୍ଯ୍ୟ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ କୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପୂର୍ଣ୍ଣ ସମର୍ଥନ କରିଛନ୍ତି।ଏହି ଅବସରରେ ଶ୍ରୀଯୁକ୍ତ ଦାସ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ ନେତୃବୃନ୍ଦ ଙ୍କୁ ଡ୍ରାଇଭର ମହାସଂଘ କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଗତକାଲି ଡ୍ରାଇଭର ମହାସଂଘ ଆନ୍ଦୋଳନ କାରୀଙ୍କୁ ପିସିସି ସଭାପତି ଶ୍ରୀ ଦାସ ସମର୍ଥନ କରିଥିବା ଆଜି ଜନନାୟକ ରାହୁଲ ଗାନ୍ଧୀ ମଧ୍ୟ ସମର୍ଥନ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking