27.1 C
Bhubaneswar
Thursday, March 26, 2026
Homeଓଡିଶାଗଣତିମଣତି: ୩ ମାସ ଭିତରେ ଆରମ୍ଭ ସମ୍ଭାବନା

ଗଣତିମଣତି: ୩ ମାସ ଭିତରେ ଆରମ୍ଭ ସମ୍ଭାବନା

ଭୁବନେଶ୍ୱର: ରତ୍ନଭଣ୍ଡାର ମରାମତି କାମ ସମ୍ପୁଣ୍ଣ ହୋଇସାରିଛି । କିନ୍ତୁ ଗଣତିମଣତି ଲାଗି ଟିକିଏ ସମୟ ଲାଗିବ । ଗଣତି କାଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡାଯାଇଛି ।  ସେଠାରୁ ସମ୍ମତି ମିଳିଲେ କାଯ୍ୟ ଆରମ୍ଭ ହେବ । ତଥାପି ଆଗାମୀ ୩ ମାସ ଭିତରେ ଆରମ୍ଭ ସମ୍ଭାବନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking