25.1 C
Bhubaneswar
Saturday, December 6, 2025
Homeଓଡିଶାଜାମିନ ଆବେଦନ କଲେ ଜଗନ୍ନାଥ ପ୍ରଧାନ

ଜାମିନ ଆବେଦନ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜାମିନ୍ ପାଇଁ ଆବେଦନ କରିଛନ୍ତି ଜଗନ୍ନାଥ ପ୍ରଧାନ। ତାଙ୍କ ସହ ଅନ୍ୟ ୫ ଜଣ ଅଭିଯୁକ୍ତ ବି ଜାମିନ୍ ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ରାତିରେ ଗିରଫ ପରେ ୧୪ ଦିନ ପାଇଁ ଜେଲ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିସନରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତ ଅଭିଯୁକ୍ତ ଜାମିନ୍ ପାଇଁ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking