ନୟାଗଡ: ମାନଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ଲୁଟ୍ ଘଟଣା । ୪ ଜଣଙ୍କୁ ଗିରଫ କଲା ନୟାଗଡ ପୋଲିସ । ୨୦ ଲକ୍ଷରୁ ଅଧିକ ଟଙ୍କା ସହ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଲୁଟ୍ ଘଟଣାରେ ସମ୍ପୃକ୍ତ ଆଉ ଚାରି ଜଣ ଲୁଟେରା ଏବେ ବି ଫେରାର ଥିବା ସୂଚନା ମିଳିଛି । ୨ ତାରଖ ସନ୍ଧ୍ୟାରେ ଲୁଟ କରିଥିଲେ ୬ ଲୁଟେରା ।