15.1 C
Bhubaneswar
Wednesday, December 10, 2025
Homeଓଡିଶାପୁଣି ଯୋଡା ଲଘୁଚାପ!

ପୁଣି ଯୋଡା ଲଘୁଚାପ!

ଭୁବନେଶ୍ୱର: ପୁଣି ଯୋଡା ଲଘୁଚାପ ସୃଷ୍ଟି ସମ୍ଭାବନା ।  ପୂର୍ୱ ଏବଂ ପଶ୍ଚିମ ଭାଗରେ ଯୋଡା ଲଘୁଚାପ ଆଶଙ୍କା ରହିଛି । ଦକ୍ଷିଣ ଭାଗ ଓ ଉତ୍ତରପୂର୍ୱ ଆରବ ସାଗର ଅଞ୍ଚଳରେ ଘୁଣ୍ଣିବଳୟ ସକ୍ରିୟ ରହିଛି । ଆଗାମୀ ୧୨ ଘଣ୍ଟାରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଆଜି କେତେକ ସ୍ଥାନରେ ବର୍ଷା ଲାଗି ରହିଛି। 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking