19.1 C
Bhubaneswar
Monday, December 8, 2025
Homeଓଡିଶାଆମରି ଶିଶୁ' ଚ ପୋର୍ଟାଲ ଉନ୍ମୋଚନ କଲେ ପ୍ରଭାତୀ ପରିଡା   

ଆମରି ଶିଶୁ’ ଚ ପୋର୍ଟାଲ ଉନ୍ମୋଚନ କଲେ ପ୍ରଭାତୀ ପରିଡା   

ଭୁବନେଶ୍ୱର: ଉନ୍ମୋଚିତ ହେଲା ଆମରି ଶିଶୁ ୱେବ ପୋର୍ଟାଲ । ଏହାର ଉନ୍ମୋଚନ କଲେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ପ୍ରଭାତୀ ପରିଡା ।  ପୋର୍ଟାଲରେ ଶିଶୁଙ୍କ ତଥ୍ୟ ଅପଲୋଡ କରିବେ ଅଙ୍ଗନୱାଡି  କର୍ମୀ । ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ପୋର୍ଟାଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking