22.1 C
Bhubaneswar
Monday, March 23, 2026
Homeଓଡିଶାଟ୍ରାକ୍ଟର ଓଲଟି ଜଣେ ମୃତ: ୨ ଗୁରୁତର

ଟ୍ରାକ୍ଟର ଓଲଟି ଜଣେ ମୃତ: ୨ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଆଡଙ୍ଗ ବେଆଇନ ବାଲି ଖାଦାନରୁ  ବାଲି ବୋହିବା କାଯ୍ୟ କରୁଥିବା ଏକ ଟ୍ରାକ୍ଟର  ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି ।  ଗାଡିରେ ଚାପି ହୋଇ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି ।  ଉଭୟ ଆହତଙ୍କୁ ଅଗ୍ନିଶମ ଟିମ ପହଞ୍ଚି ଚିକିତ୍ସା ପାଇଁ  ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେମାନଙ୍କ ଅବସ୍ଥା  ଗୁରୁତର ରହିଛି  ହସ୍ପିଟାଲ ପକ୍ଷରୁ  ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking