25.1 C
Bhubaneswar
Saturday, December 6, 2025
Homeଓଡିଶାଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ

ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ

ଭୁବନେଶ୍ୱର: ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ନୟାପଲ୍ଲୀ ଓ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଉର୍ଦ୍ଧ ଠକେଇରେ ଗିରଫ । ବହୁତ କଳାଧନ ଅଛ, ୫୦୦ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ମିଳିବ କହି ଠକୁଥିଲେ । ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକମା ଦେଉଥିଲେ । ଟଙ୍କା ବଣ୍ଡଲ ଉପରେ ଓ ତଳେ ଅସଲି ନୋଟ ରହୁଥିଲା । ମଝିରେ ପେପର କଟିଂ ରଖି ଲୋକଙ୍କୁ ଠକୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking