17.1 C
Bhubaneswar
Tuesday, December 9, 2025
Homeଓଡିଶା୨ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଜା

୨ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଜା

ଭୁବନେଶ୍ୱର: ଅବସରପ୍ରାପ୍ତ ୨ ସରକାରୀ କର୍ମଚାରୀଙ୍କୁ ଜେଲ ଦଣ୍ଡାଦେଶ ଦିଆଯାଇଛି ।  ଜଣେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅନ୍ୟ ଜଣେ ଲାଞ୍ଚ ମାମଲାରେ ଦୋଷୀ ଅଛନ୍ତି । ସୁନ୍ଦରଗଡ ଲେଫ୍ରିପଡାର ପୂର୍ୱତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୨ ବର୍ଷ ସଜ୍ଜା ମିଳିଛି ।  ସୁବାସ ଚନ୍ଦ୍ର ମିଶ୍ରଙ୍କୁ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବଲାଙ୍ଗିର ଡିଏଫଓ ଅଫିସର ପୂର୍ୱତନ କିରାଣୀ କାଳନ୍ଦୀ ଭୂୟାଁଙ୍କୁ ୩ ବର୍ଷ ସଜା ମିଳିଛି । କାଳନ୍ଦୀ ଭୁୟାଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଦୋଷ ସାବ୍ୟସ୍ତ  କରାଯାଇଛି । ଉଭୟଙ୍କ ପେନସନ ବନ୍ଦ ପାଇଁ ଆବେଦନ କରିବାକୁ ଭିଜିଲାନ୍ସ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking