ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରୁ ୨ ଆତଙ୍କବାଦୀ ସହଯାଗୀ ଗିରଫ । ସୋପିଆନ ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ୨ଟି ପିସ୍ତଲ, ୪ଟି ଗ୍ରେନେଡ, ୪୩ ଅଫୁଟା ଗୁଳି ଜବତ । ଭାରତୀୟ ସେନା, ସିଆରପିଏଫ ଓ ପୋଲିସର ମିଳିତ ଅପରେସନରେ ଗିରଫ ହେଲେ ୨ ଆତଙ୍କବାଦୀ ସହଯାଗୀ ।