21.1 C
Bhubaneswar
Thursday, December 18, 2025
Homeଓଡିଶାଅନୁଗୁଳରେ ଗଛ ପଡ଼ି ମହିଳାଙ୍କ ମୃତ୍ୟୁ

ଅନୁଗୁଳରେ ଗଛ ପଡ଼ି ମହିଳାଙ୍କ ମୃତ୍ୟୁ

ଅନୁଗୁଳ: କାଳବୈଶାଖୀ ପ୍ରଭାବରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର କଣିହା ବ୍ଲକ ଅନ୍ତର୍ଗତ ବଡ଼ଗୁଣ୍ଡୁରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେବୁଇଁ ଗାଁରେ। ସୂଚନା ଅନୁଯାୟୀ, ଗୁଲମୋହର ଗଛ ପଡ଼ିଯିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପିଲାଟି ଅଳ୍ପକେ ରକ୍ଷା ପାଇଯାଇଥିଲା। ଗତ କିଛି ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ଓଡ଼ିଶାରେ ତାଣ୍ଡବ ରଚିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ଏବଂ ଫଳସ୍ୱରୂପ ପ୍ରଚୁର କ୍ଷୟକ୍ଷତି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking