19.1 C
Bhubaneswar
Sunday, December 21, 2025
Homeଓଡିଶାମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ

ମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର: ମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ । ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ପରୀକ୍ଷା ନିୟନ୍ତ୍ରକ । ଆସନ୍ତା ୬ରେ +୨ ରେଜଲ୍ଟ ବାହାରିବା ନେଇ ପ୍ରଚାର ଖବର ଗୁଜବ ଥିଲା । ଗତକାଲି  ମାଟ୍ରିକ ଫଳାଫଳ  ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ   ପ୍ରକାଶ ପାଇଛି ।    ୧୮୧୨ ଜଣ ଏ୧ ଗ୍ରେଡ, ଏ୨ ୧୨ ହଜାର ୨୦୦, ବି୧ ୩୮ ହଜାର ୮୩୧ ଜଣ ରଖିଛନ୍ତି । ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ କରିଛନ୍ତି । ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ  କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking