27.1 C
Bhubaneswar
Wednesday, April 2, 2025
Homeଓଡିଶାଧାରଣାରେ ବିଜେଡି,କଂଗ୍ରେସ

ଧାରଣାରେ ବିଜେଡି,କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ବାହାରେ ବିଜେଡି ଓ କଂଗ୍ରେସ ସଦସ୍ୟ ଧାରଣା ଦେଇ ବସିଛନ୍ତି । ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ବିଜେଡି ବିଧାୟକ । ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ବିକ୍ଷୋଭ କରିଛନ୍ତି । ଅନ୍ୟପଟେ ଆଜି ସକାଳେ  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା ।  ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ  ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ । ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ  ସଂରକ୍ଷଣ ପାଇଁ ବିଜେଡି ଦାବି  କରିଛନ୍ତି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking