19.1 C
Bhubaneswar
Sunday, December 21, 2025
Homeଓଡିଶାଜେଇଙ୍କୁ ଆକ୍ରମଣ ଘଟଣାରେ ଜିଲା ପ୍ରଶାସନକୁ ଘେରିଲେ ଲୋକ ପ୍ରତିନିଧି

ଜେଇଙ୍କୁ ଆକ୍ରମଣ ଘଟଣାରେ ଜିଲା ପ୍ରଶାସନକୁ ଘେରିଲେ ଲୋକ ପ୍ରତିନିଧି

ଯାଜପୁର: ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିଗିଡି ବାରେ ଲାଗିଛି ଶାସକ ଦଳ କର୍ମୀ ମାନେ ବ୍ଲକ୍ ରେ ବିଭନ୍ନ ଗଣ୍ଡ ଗୋଳ ଭିଆଉଛନ୍ତି l ସରକାରୀ କର୍ମ ଚାରି ମାନେ ନିରାପଦ ମଣୁ ନାହାନ୍ତିl କୋରାଇ ବ୍ଲକ୍ ରେ ଜନ ପ୍ରତିନିଧି କୁ ଆକ୍ରମଣ କରି ଲେ ଏବେ ଦଶରଥ ପୁର ବ୍ଲକ୍ ରେ ବଜପି କାର୍ମି ମାନେ ଗଣ୍ଡ ଗୋଳ କରି ଆଇନ ଶୃଙ୍ଖଳା କୁ ନିକ ହାତ କୁ ନେଉଛନ୍ତି ପୋଲିସ କାର୍ଯ୍ୟ ନୁଷ୍ଟ୍l ନ ବଦଳ ରେ ହାତ ବାନ୍ଧି ବସିଛି l ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଜେଇ ପିଥ ହାଁସଦାଙ୍କୁ ବ୍ଲକ ପରିସରରେ ପଶି ଆକ୍ରମଣ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଘଟଣା ସମେତ ବିଭିନ୍ନ ସମସ୍ୟା ନେଇ ଜିଲା ପ୍ରଶାସନଙ୍କୁ ଘେରିଲେ ଦଶରଥପୁର ବ୍ଳକର ଜନ ପ୍ରତିନିଧି। ଗତ ୧୮ରୁ ଏଥିନେଇ ପୁଲିସ ଆକ୍ରମଣକାରୀ ବିଜେପି ଜୋନ ସଭାପତି ପତିତପାବନ ମହାନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଥିବା ବେଳେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି ପୁଲିସ। ପୁଲିସର ଏଭଳି ନିଷ୍କ୍ରିୟତାକୁ ପ୍ରତିବାଦ କରାଯାଇଛି। ଏଥୁସହ ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ବର୍ଷାରେ ଧାନ ପଡି ରହିଥିବା ବେଳେ ଧାନ ଉଠୁନାହିଁ।ଏଥିସହ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ହୋଇ ରହିଥିବା ସହ ବିଭିନ୍ନ ସମସ୍ୟା ନେଇ ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକ ଙ୍କ ନେତୃତ୍ୱରେ ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଜିଲା ପରିଷଦ ମାନେ ଏକ ଲିଖିତ ଦାବିପତ୍ର ଦଶରଥପୁର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ପ୍ରଦାନ କରିଛନ୍ତି। ତୁରନ୍ତ ଦୋଷୀଙ୍କୁ ଗିରଫ କରାଯିବା ସହ ସମସ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking