ସୁନ୍ଦରଗଡ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ୨୦ ଆହତ ହୋଇଛନ୍ତି । ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଦୁର୍ଘଟଣା । କିଞ୍ଜିରିକେଲାରୁ ସୁନ୍ଦରଗଡ ଆସୁଥିଲା ବସ୍ ।