15.1 C
Bhubaneswar
Monday, February 9, 2026
Homeଓଡିଶାବାଇକକୁ ପିଟିଲା ଟ୍ରକ: ୧ ମୃତ

ବାଇକକୁ ପିଟିଲା ଟ୍ରକ: ୧ ମୃତ

ଅନୁଗୁଳ: ସହର ମଝିରେ ବାଇକକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ, ଦୁଇ ଗୁରୁତର । ଗାନ୍ଧୀମାର୍ଗ ରାସ୍ତାରେ ପେଟ୍ରୋଲ ପକାଇ ଫେରିବା ବେଳେ ଅଘଟଣ ଘଟିଛି । ବାଇକକୁ ସାମ୍ନାପଟୁ ଧକ୍କା ଦେଲା ମୋ ବସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking