30.1 C
Bhubaneswar
Wednesday, February 11, 2026
Homeଓଡିଶାରାଜା- ମୁକେଶ ମୁହାଁମୁହିଁ

ରାଜା- ମୁକେଶ ମୁହାଁମୁହିଁ

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ରାଜା – ମୁକେଶ ମୁହାଁମୁହିଁ  ହୋଇଛନ୍ତି । ଜିଲ୍ଲାରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରଣେନ୍ଦ୍ର ପ୍ରତାପ ସିଂ । ଯେଉଁ ଜିଲ୍ଲାରେ ଜିଲ୍ଲା ହସ୍ପିଟାଲ ଗୁଡିକୁ ସ୍ଥନାନ୍ତରିତ କରାଯାଇଛି । ସେଠି କଣ  କରିବେ , କି ପ୍ଲାନ କରିଛନ୍ତି ଗୃହକୁ ଜଣାନ୍ତୁ ।  କେବଳ ହସିନ ସ୍ୱପ୍ନ ଦେଖାନ୍ତୁ ନାହିଁ କହିଛନ୍ତି  ରାଜା ।  ଏନେଇ ଜବାବ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଛନ୍ତି , ଆମେ ସ୍ୱାସ୍ଥ୍ୟ ସେବାରେ ଯାହା ପାଇଛୁ ଉତ୍ତରାଧିକାରୀ  ହିସାବରେ ,  ପୂର୍ୱ ସରକାର ଜିଲ୍ଲା ହସ୍ପିଟାଲ ଗୁଡିକ ସ୍ଥନାନ୍ତରିତ କଲେ । କିନ୍ତୁ ଯେଉଁଠି ଜିଲ୍ଲା  ହସ୍ପିଟାଲ ଥିଲା  ସେଥିପାଇଁ କିଛି ବ୍ୟବସ୍ଥା କଲେନି । ଆମେ ହସିନ ସ୍ୱପ୍ନ  ଦେଖାଉନାହୁଁ କହିଛନ୍ତି  ସ୍ୱାସ୍ଥ୍ୟମନ୍ତ୍ରୀ । ସେଗୁଡିକ ସାଟେଲାଇଟ ସେଣ୍ଟର ଭାବେ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଛୁ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking