22.1 C
Bhubaneswar
Thursday, February 12, 2026
Homeଓଡିଶାମୋ ବସ ଦୁର୍ଘଟଣା: ଝିଅ ପରେ ମା’ର ମୃତ୍ୟୁ

ମୋ ବସ ଦୁର୍ଘଟଣା: ଝିଅ ପରେ ମା’ର ମୃତ୍ୟୁ

ଭୁବନେଶ୍ୱର :  ମୋ ବସ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ  ହୋଇଛି ।  ଏମସରେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ  ମୃତ୍ୟୁ ହୋଇଛି । ଗତ ଶୁକ୍ରବାର ପାତ୍ରପଡାରେ ଦୁର୍ଘଟଣା ଘଟିଥିଲା । ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡି ନେଇଥିଲା ମୋ ବସ । ଯୁବତୀଙ୍କ ମୃତ୍ୟୁ  ହୋଇଥିଲା ବେଲେ ମାଆ ଗୁରୁତର ହୋଇଥିଲେ । ଆଜି ତିକିତ୍ସାଧିନ ଅବସ୍ଥାରେ ମା’ ଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଫୁଲବାଣୀ ,  ଭୁବନେଶ୍ୱରରେ ରହୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking