32.1 C
Bhubaneswar
Saturday, October 10, 2026
Homeଓଡିଶାଖଇରା ବ୍ଲକ୍ ଜମ୍ବେଶ୍ୱର ମହାବିଦ୍ୟାଳୟରେ ନିର୍ବାଚନ ବାତିଲ୍

ଖଇରା ବ୍ଲକ୍ ଜମ୍ବେଶ୍ୱର ମହାବିଦ୍ୟାଳୟରେ ନିର୍ବାଚନ ବାତିଲ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ସ୍ଥିତ ଜମ୍ବେଶ୍ୱର ମହାବିଦ୍ୟାଳୟରେ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେବା ପରେ ନିର୍ବାଚନ ବାତିଲ୍ କରାଯାଇଛି। ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ଏବଂ କିଛି ଅଣଛାତ୍ର ପ୍ରିନ୍ସପାଲଙ୍କୁ ଧମକ ଦେଇଥିବା ଅଭିଯୋଗ ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।ଏହି ଘଟଣାକୁ ନେଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking