37.1 C
Bhubaneswar
Monday, May 25, 2026
Homeଓଡିଶାଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ମହିଳା

ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ମହିଳା

ଅନୁଗୋଳ: ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମହିଳା। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ଅନୁଗୁଳ ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀ । ମହିଳାମାନେ ଆଜି ଚାରି ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ମିଶନ ଶକ୍ତି ଇସି ସଂଘ ପକ୍ଷରୁ ମହିଳାମାନେ ଜଗନ୍ନାଥ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ନାରାବାଜି ମଧ୍ୟ ଦେଇଥିଲେ। ଇଶି ମାନଙ୍କର ପୁନର୍ଗଠନ ବନ୍ଦ ହେଉ, ପୂର୍ବ ସରକାରଙ୍କ ସମୟରେ ସ୍କୁଟି ଯୋଜନାର ସର୍ତ୍ତାବଳୀର କୋହଳ କରି ଅର୍ଥ ପ୍ରଦାନ ନେଇ ବିଚାର କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି। ଯଦି ଦାବୀ ପୂରଣ ନହୁଏ କାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ଆଗରେ ଧାରଣା ଦିଆଯିବ। ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ୨୦୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking