30.1 C
Bhubaneswar
Friday, February 13, 2026
Homeଓଡିଶାପୁଣି ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ

ପୁଣି ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ

ଭୁବନେଶ୍ୱର : ପୁଣି ରାଜଧାନୀରେ ଦିନ ଦ୍ୱିପ୍ରହରରେ ଲୁଟ ହୋଇଛି ।  ଅଫିସ ଆଗରୁ ଝାମ୍ପିନେଲେ  ୨ ଲକ୍ଷ ୫୦ ହଜାର ଟଙ୍କା । ଇନଫୋସିଟି ଥାନା ଅନ୍ତର୍ଗତ ଏକ ସିକ୍ୟୁରିଟି  ସଂସ୍ଥାର କର୍ମଚାରୀ ଠାରୁ ଲୁଟ ହୋଇଛି ।  ସ୍ପିଡ ବାଇକରେ ଆସି ଝାମ୍ପି ନେଇଛନ୍ତି  ଦୁଇ ଲୁଟେରା ।  ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking