ଭୁବନେଶ୍ୱର : ଟ୍ୱିନ ସିଟିକୁ ଭିଡ ମୁକ୍ତ କରିବାକୁ ଯୋଜନା ଚାଲିଛି । ପଟିଆ ଅଞ୍ଚଳରେ ଓଭରବ୍ରିଜ ନିର୍ମାଣ କରାଯିବ । ରାସ୍ତାର ସ୍ଥାୟିତ୍ୱ ପାଇଁ ପଦକ୍ଷେପ ନିଆଯିବ । ଭୁବନେଶ୍ୱର ଓ କଟକକୁ ଭିଡମୁକ୍ତ କରିବାକୁ ଯୋଜନା ରହିଛି । ପୂର୍ତ୍ତ ବିଭାଗ ଅଧୀନ ସମସ୍ତ ରାସ୍ତାକୁ ସମତଳ କରାଯିବ । ଦୁଇ ବର୍ଷ ଭିତରେ ଚୋରା ନିଶା କରାବାର କରାଯିବ । ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।