ଭୁବନେଶ୍ୱର : ପୁଣି ବଢିପାରେ ଧାନର ଏମଏସପି । ଡାଲି ଓ ତୈଳ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଖୁବଶୀଘ୍ର ଲିଖିତ ପଠାଇବେ ଓଡିଶା ସମେତ ପୂର୍ୱ ଭାରତର ରାଜ୍ୟ ସମୂହ । ସିଏସପି ର ଅଧ୍ୟକ୍ଷ ପ୍ରଫେସର ବିଜୟ ପାଲ ସର୍ମା ସୂଚନା ଦେଇଛନ୍ତି ।