31.7 C
Bhubaneswar
Saturday, June 20, 2026
Homeଓଡିଶାବିକାଶର ଧାରା ଓଡିଶା ସାରା କୃଷକଙ୍କ କର୍ମଶାଳା 

ବିକାଶର ଧାରା ଓଡିଶା ସାରା କୃଷକଙ୍କ କର୍ମଶାଳା 

ବ୍ରହ୍ମପୁର: ସରକାର ଙ୍କ ବିକାଶଧାରା ରେ ବିଗତ କୃଷକ ମୋର୍ଚ୍ଚା ସଭାପତି,ରାଜ୍ୟ ସଭାପତି ମନମୋହନ ସାମଲ ନେତୃତ୍ୱ ରେ ଓଡିଶା ର ପ୍ରତେକ ବ୍ଲକ ରେ ଚାଷୀ ମାନଙ୍କୁ ନେଇ ଜୈବିକ ଚାଷ ଓ ସରକାର ଚାଷୀଙ୍କ ପାଇଁ ଆସୁଥିବା ସୁବିଧା କୁ ପ୍ରତୀକ ଚାଷୀଙ୍କ ପାଖରେ କିପରି ଉପଲଧ୍ ହେବ ତାହାରି ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ପ୍ରତେକ କୃଷି ବିଭାଗ କୁ ପରାମର୍ଶ ଦେଇଥିଲେ ଆଜି ବି ଜେ ପି ରାଜ୍ୟରେ ଶାସନ କଲାପରେ ପ୍ରତେକ ବ୍ଲକ ଅଫିସ ରେ ବି ଡି ଓ ଙ୍କ ସହ ପ୍ରତେକ କୃଷି ବିଭାଗ ର ଚାଷୀ ମାନଙ୍କୁ ବ୍ଲକ କୁ ଡାକି ସମସ୍ତ ଜ୍ଞାନ କୌଶଳ ଦେଇଥିଲେ ଗଞ୍ଜାମ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତା ରେ ଗଞ୍ଜାମ ର ପ୍ରତେକ ବ୍ଲକ ରେ କର୍ମଶାଳା ହୋଇଥିଲା କୃଷକ ମୋର୍ଚ୍ଚା ର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଦାସ କୁକୁଡାଖଣ୍ଡି ବ୍ଲକ ରେ ଅଧ୍ୟକ୍ଷ୍ୟତା ବେଳେ ବ୍ଲକ ର ଚାଷୀ ମାନଙ୍କୁ ଡାକିବାରେ ସଭାପତି ଅହିଂସା ସାହୁ ଓ ସାଧାରଣ ସମ୍ପାଦକ ବଦ୍ରୀନାଥ ସାବତ ଯୋଗ ଦେଇଥିଲେ ପାତ୍ରପୁର ଠାରେ ଉପସଭାପତି ଅଜିତ ପ୍ରଧାନ,ଦିଗପହଣ୍ଡି ଠାରେ ସମ୍ପାଦକ ରଘୁନାଥ ସାମନ୍ତରାୟ,ଓ ଦେବଦତ୍ତ ମହାରାଜ,ସେହିପରି ଗଞ୍ଜାମ ବ୍ଲକ ଠାରେ ଉପସଭାପତି ରଘୁନାଥ ସାହୁ ଓ ଉପସଭାପତି ଅଶ୍ୱିନୀ ରଥ,ସମ୍ପାଦକ କାହ୍ନ। କାୟା ରେଡ୍ଡୀ,ସହଯୋଗ କରିଥିଲେ ଛତ୍ରପୁର ଠାରେ ସାଧାରଣ ସମ୍ପାଦକ ବିଜୟ ମୁଦୁଲି ଓ ଚିକିଟି ଏନ ଏ ସି ରଂଜିତ ପ୍ରଧାନ ବ୍ଲକ ଠାରେ ପ୍ରତେକ ଅଫିସର ଜୈବିକ ଚାଷ ଉପରେ ଜ୍ଞାନ କୌଶଳ ଦେବା ସହ ପ୍ରତେକ ଚାଷୀ ଙ୍କ ପାଖକୁ କିପରି ସରକାର ସହଯୋଗ ଆସୁଥିବା ଯୋଜନା ଉପଲବ୍ ହେବ ତାହାରି ଉପରେ ଦୃଷ୍ଟିଗୋଚର କରିଥିଲେ। କୃଷକ ମୋର୍ଚା ଗଣମାଧ୍ୟମ ପ୍ରମୁଖ ନିମାଇଁ ଚରଣ ପଣ୍ଡା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking